A flower with 4 petals
Saturday, 12 April 2025
ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରୟଣ
ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରୟଣ ଭଜ ମନ ଜୟ ଗୋବିନ୍ଦ ହରେ ଭଜ ମନ ଜୟ ଗୋପାଳ ହରେ ମୃଦଙ୍ଗ ବଂଶୀ କରତାଳ ମଞ୍ଜିରା ଘୁଙ୍ଗୁର ଧ୍ୱନିରେ ହଜିଯା ମନ କାଳ ସରିବ ଦାରୁଣ ଯମ ଖୋଜି ନ ପାଇବ ଥିବୁ ବିଷ୍ଣୁ ପୁରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment