Sunday, 13 April 2025

ମାଆ ମୋତେ ଯେବେ ପ୍ରଥମେ ଦେଖିଲା

ମାଆ ମୋତେ ଯେବେ ପ୍ରଥମେ ଦେଖିଲା ଭାବିଲା ମୁହିଁ ଏକ ସଦ୍ୟ ପ୍ରସ୍ଫୁଟିତ କମଳ ପଣତରେ ପୋଛି ଏତେ ସ୍ନେହଁ ପରଷିଲା ମୋ ପାଷାଣ ହୃଦୟ ହୋଇଲା କୋମଳ

No comments:

Post a Comment