Thursday, 3 April 2025

ତୁହିରେ ଗୋବିନ୍ଦ ତୁହିରେ ବାସୁଦେବ

ତୁହିରେ ଗୋବିନ୍ଦ ତୁହିରେ ବାସୁଦେବ ତୁହି ମୋ ଜୀବନ ଅନ୍ଧକାରରେ ଜ୍ୟୋତି ତୁହି ନୀଳ ମାଧବ ମୁଗୁନି ବଂଶୀ ଅଧର ତୁହି ମୋ ଚନ୍ଦନ ଅର୍ଗଳୀ ହୀରା ମୋତି

No comments:

Post a Comment