Thursday, 3 April 2025

ମନ ଦର୍ପଣକୁ ଜ୍ଞାନ ପୀତାମ୍ବରୀରେ

ମନ ଦର୍ପଣକୁ ଜ୍ଞାନ ପୀତାମ୍ବରୀରେ ଘଷି ଘଷି ନିର୍ମଳ କଲେ ଶହଶ୍ର ଦଳ କମଳରେ ସୁସ୍ପଷ୍ଟ ଅନନ୍ତ ଶୟନ କଳା ଶ୍ରୀମୁଖ ମୋକ୍ଷ ସନ୍ୟାସ ଯୋଗ ଅଧ୍ୟାୟକୁ ପୁଣ ପୁଣ ସତସଙ୍ଗ କଲେ ସକଳ ହୃଦୟ କମଳରେ ସ୍ମିତ ହସନ୍ତି କେବଳ ପୁଣ୍ଡରୀକାକ୍ଷ

No comments:

Post a Comment