Wednesday, 9 April 2025

ଚାଙ୍ଗୁଡ଼ିରେ ମଲ୍ଲି ଫୁଲ ବାଡ଼ିରେ କଦଳୀ ପଟୁଆ

ଚାଙ୍ଗୁଡ଼ିରେ ମଲ୍ଲି ଫୁଲ ବାଡ଼ିରେ କଦଳୀ ପଟୁଆ ବାଇଆ ମନ ଆଉ କେତେବେଳେ ମାଳ ଗୁନ୍ଥିବୁ ଇନ୍ଦ୍ରିୟ କି ସୁଖ ନିଦ୍ରା ଯିବେ ବ୍ରହ୍ମଦାରୁ ଛାଇରେ ଶ୍ରୀଗୋବିନ୍ଦ ଛନ୍ଦା ପାଦରେ ମନକୁ ତୁହି ରଖିବୁ

No comments:

Post a Comment