Wednesday, 9 April 2025

ହେ ତ୍ରିକୂଟ ଓଁକାର ଆଜ୍ଞା ଅର୍ଦ୍ଧ ନାରୀଶ୍ୱର ଚକାଡ଼ୋଳା

ହେ ତ୍ରିକୂଟ ଓଁକାର ଆଜ୍ଞା ଅର୍ଦ୍ଧ ନାରୀଶ୍ୱର ଚକାଡ଼ୋଳା ହେ ମହାବାହୁ ତୁମ୍ଭ ଛନ୍ଦା ପାଦରେ ଜୀବର କରାଞ୍ଜଳି ହେ ସବୁଠୁଁ ଉଦାର ସବୁଠୁଁ ମଧୁର ରାଧା ହୃଦୟ କୃଷ୍ଣ ହେ ଅଧାଗଢ଼ା କର୍ମ ହେଉ ତୋର ପାଦରେ ପୁଷ୍ପାଞ୍ଜଳି

No comments:

Post a Comment