Sunday, 13 April 2025

ମୋ ହୃଦୟରେ ମନ୍ଦିରରେ ସଦା ରୁହ ହେ ଗୋବିନ୍ଦ

ମୋ ହୃଦୟରେ ମନ୍ଦିରରେ ସଦା ରୁହ ହେ ଗୋବିନ୍ଦ ଭକ୍ତି ଦୀପରେ ସଦା ଦେଖୁଥିବି ତୋ ବଂଶୀ ବଦନ ମୁହିଁ ମହା ପତିତ ସାଧି ନ ପାରିବି ଅଷ୍ଟାଙ୍ଗ ଯୋଗ ମୋର ଆଖି ଜଳରେ କରୁଥିବି ତୋ ଚରଣ ବନ୍ଦନ

No comments:

Post a Comment