Sunday, 13 April 2025

ଶ୍ରୀଗୋବିନ୍ଦ ଭଉଣୀ ତୁହି ସୁଭଦ୍ରା ହଳଦୀ ମୁଖି

ଶ୍ରୀଗୋବିନ୍ଦ ଭଉଣୀ ତୁହି ସୁଭଦ୍ରା ହଳଦୀ ମୁଖି କାଳୀ କରାଳୀ ବୋଲି ନ ପାରିବୁ ମୋତେ ଠକି ତୁହି ରାମଚଣ୍ଡୀ ତୁହି ହିଁ କମଳିନୀ ସୁମତି କହେ ତୋ ଚରଣରେ ମନ ଜବା ପାଦରେ ଦେଲି ବିକି

No comments:

Post a Comment