Wednesday, 9 April 2025

ବେନି ଆଖି ବୁଜିଦେଲେ

ବେନି ଆଖି ବୁଜିଦେଲେ କେବଳ ବହଳ ଅମାବାସ୍ୟା ଅନ୍ଧାର ପଦ୍ମାସନ ଯୋଗୀ ହୃଦରେ କୋଟି ଭାନୁ ତେଜ ଜିଣି ମା ତାରା ଶ୍ୱେତ ଚମ୍ପା ତନୁ ସମ୍ପୁର୍ଣ୍ଣ ଜବାବୃତ୍ତା କର୍ଣ୍ଣ କୁଣ୍ଡଳ ପୂର୍ଣ୍ଣିମା ଇନ୍ଦୁ ଅଖିଳ ଜନନୀ ଶଶୀ ମୁଖି ପଦ୍ମ ଆଖି ଚଣ୍ଡୀଦାସ ହୃଦୟ ହୀରା

No comments:

Post a Comment