Wednesday, 2 April 2025

ତୋତେ ଠାବ କରିବାକୁ ହେ କୃଷ୍ଣ

ତୋତେ ଠାବ କରିବାକୁ ହେ କୃଷ୍ଣ ବୃକ୍ଷ ସମ ସହିବାକୁ ପଡେ ଲୋଡ଼ା ରକ୍ତ ମାଂସ ଶରି କି ସାଧିବ ତାହା ଗୃହେ ସଦା ଇନ୍ଦ୍ରିୟ ଦିଅନ୍ତି ପୀଡା

No comments:

Post a Comment