Wednesday, 2 April 2025

ଭୂଇଁରେ ପଡିଣ ତୁମ୍ଭଙ୍କୁ କେତେ ଯେ ଖୋଜେ ଗଡି ଗଡି

ଭୂଇଁରେ ପଡିଣ ତୁମ୍ଭଙ୍କୁ କେତେ ଯେ ଖୋଜେ ଗଡି ଗଡି ହେ ଉଦାର ମୋହନ ବଂଶୀ ଗଲ କାହିଁ ଗଲ କାହିଁ ଗଲ ତ୍ରିଗୁଣ ରଜୁରେ ଅତି ସୁଦୃଢ଼େ ବନ୍ଧ ମୋର ଆତ୍ମା ଶାରୀ ହେ ଅହଲ୍ୟା ଉଦ୍ଧାର ବେଗେ ଫିଟା କେଡେ କଲଵଲ

No comments:

Post a Comment