Sunday 2 June 2024

ମୋର କର୍ମ ଫଳ ସିନ୍ଦୁକଟିକୁ ଖୋଲି ଦେଖିଲି

ମୋର କର୍ମ ଫଳ ସିନ୍ଦୁକଟିକୁ ଖୋଲି ଦେଖିଲି ସବୁ ଫଳରୁ କେବଳ ହୁଏ କାମନାର ବାସନା ଭକ୍ତି ଲୁହରେ ଧୋଇ ତୁଳସୀ ସଙ୍ଗେ ଦେବି ଗୋବିନ୍ଦ ଗ୍ରହଣ କରିବେ ପରତେ ଆସେନା

No comments:

Post a Comment