Saturday 1 June 2024

ନିଜ ନିକଟରୁ ବହୁ ଦୁରକୁ ପଳେଇ ଆସିଛି

ନିଜ ନିକଟରୁ ବହୁତ ଦୁରକୁ ପଳେଇ ଆସିଛି ମୋତେତ ଫେରୁ ଫେରୁ ହୋଇପାରେ ସଞ୍ଜ ହେ ଚତୁର୍ଦ୍ଧା ଗୁଣ୍ଡିଚା ମାଉସୀ ଘର ଯାଉଥିବ ରଥରୁ ଦେଖି ବିଶ୍ୱ ତରୁଥିବ ଦେଖି ମୁଖ କଞ୍ଜ

No comments:

Post a Comment