Saturday, 10 May 2025

ମା କମଳାଙ୍କ ବର ଦାସ ବାସୁକୀ ଯେବେ ବୈକୁଣ୍ଠକୁ କଢାଏ

ମା କମଳାଙ୍କ ବର ଦାସ ବାସୁକୀ ଯେବେ ବୈକୁଣ୍ଠକୁ କଢାଏ ଓଁ ଶ୍ରୀ ସାଇରାମ କୃପା ଯେବେ ଦେହରୁ ସର୍ବ ପାତକ ଛଡା଼ଏ ଜର ଜରା ପାତକ ମୁକ୍ତ ହୋଇ ମର ଦେହ ଲଭେ ଛନ୍ଦାପାଦ ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପଞ୍ଚାମୃତ ପ୍ରେମ ଭକ୍ତିକୁ ବଢାଏ

No comments:

Post a Comment