Tuesday, 20 May 2025

ତୁମ ସକଳ ନାମ ଅମୃତ ବୋଳା ହେ ଗୋବିନ୍ଦ

ତୁମ ସକଳ ନାମ ଅମୃତ ବୋଳା ହେ ଗୋବିନ୍ଦ ହେ ମାଧବ ତୁମ ଲୀଳା ସବୁ ଶ୍ରୀଗୀତଗୋବିନ୍ଦ ତୁମେଟି ସ୍ୱୟଂ ଆଦିକନ୍ଦ ପରମାନନ୍ଦ ବ୍ରହ୍ମାନନ୍ଦ କେବଳ ବୈଷ୍ଣବଙ୍କ ସାଙ୍ଗରେ ଭେଟ ସମାଷ୍କନ୍ଦ

No comments:

Post a Comment