Sunday, 25 May 2025

ତୋ ଆଡକୁ ଯେତେ ଚାଲିଲେ

ତୋ ଆଡକୁ ଯେତେ ଚାଲିଲେ ହେ ଚକାଡୋଳା ସତ ସତ ମୁହିଁ କହୁଅଛି କେବେ ନ ଲାଗଇ ଥକା ତୋ ଉଦାରତା ଅତି ସୁସ୍ପଷ୍ଟ ତୋ ଚକା ଆଖିରେ ବିପତ୍ତିରେ ହାତ ଧରିଦିଏ ପତିତପାବନ ପତାକା

No comments:

Post a Comment