Thursday, 29 May 2025

ବୈଷ୍ଣବ ପ୍ରହଲ୍ଲାଦ କହେ ବିଷ୍ଣୁ ସବୁଠି

ବୈଷ୍ଣବ ପ୍ରହଲ୍ଲାଦ କହେ ବିଷ୍ଣୁ ସବୁଠି ମୁହିଁ ମୁଢ ଅଜ୍ଞାନୀ କାହିଁ ଦେଖିଲି ନାହିଁ ଅପଲକ ଆଖି ଠାରି ଥରେ ନ ଡାକିଲା ମୁହିଁ ହେତୁ ହେବା ଦିନରୁ ରହିଛି ଚାହିଁ

No comments:

Post a Comment