Saturday, 17 May 2025

ମୁହିଁ ତୋତେ ଆଉ କେଉଁଠି

ମୁହିଁ ତୋତେ ଆଉ କେଉଁଠି ଖୋଜିବି ଓଁ ଶ୍ରୀ ସାଇରାମ ହେ ପତିତପାବନ ପୂଜା ବେଦିରେ ଅବା ବଡ ଦାଣ୍ଡରେ ମୁହିଁ ତୁମକୁ ଆଉ କିବା ମାଗିବି ହେ ଅପଲକ ସୁଧାନିଧି ହେ ଦୀନବନ୍ଧୁ ତୁମ ଦିବ୍ୟନାମ ନିରନ୍ତର ଥାଉ ତୁଣ୍ଡରେ

No comments:

Post a Comment