Sunday, 18 May 2025

ଯହିଁ ଯହିଁ ବୈଷ୍ଣବ ଜନଙ୍କର ଗହଳି

ଯହିଁ ଯହିଁ ବୈଷ୍ଣବ ଜନଙ୍କର ଗହଳି ଆରେ ମୂଢ଼ ମାନସ ତହିଁ ଯାଅ ଚଳି ତୁଳସୀ ଶୁନ୍ୟ ଅନ୍ୟ ସକଳ ସମ୍ପର୍କ ଠାବକର ଛନ୍ଦାପାଦ ଚନ୍ଦନ ଅର୍ଗଳୀ

No comments:

Post a Comment