Tuesday, 27 May 2025

ବୈଷ୍ଣବମାନଙ୍କର ଦୁଆରେ ପଡି ପଡି

ବୈଷ୍ଣବମାନଙ୍କର ଦୁଆରେ ପଡି ପଡି ହେ ଗୋବିନ୍ଦ ମୋର ବାକି ଦିନ ଯାଉ ତୋ ଲୀଳା ଶ୍ରବଣ ମୋତେଟି ଅମୃତ ଆରତୀ ବେଳରେ ଶ୍ରୀମୁଖ ଦିଶୁଥାଉ

No comments:

Post a Comment