Wednesday, 28 May 2025

କଦମ୍ବ ମୂଳକୁ ତୁହି ଚାହାଁନାରେ

କଦମ୍ବ ମୂଳକୁ ତୁହି ଚାହାଁନାରେ କଦମ୍ବ ମୂଳକୁ ତୁହି ଚାହାଁନାରେ ଆହାଃ କିଵା ସେହି ଅପୂର୍ବ ମାଧୁରୀ ଶ୍ୟାମସୁନ୍ଦର ମୋହନ ବଂଶୀ ଧର୍ମ ଅର୍ଥ କାମ ମୋକ୍ଷ ତୋ ସକଳ ଅର୍ଜନ ହୋଇବଟି ଅକାରଣ ଚିତ୍ତ କିଣିବ କମଳା ସେବିତ ପାଦକୁ ହୃଦୟକୁ ବିକି ପ୍ରାଣ ହଂସୀ

No comments:

Post a Comment