Sunday, 25 May 2025

ହୃଦୟକୁ ଗୋବିନ୍ଦଙ୍କୁ ବିକିଦେଲେ

ହୃଦୟକୁ ସମ୍ପୂର୍ଣ୍ଣ ଗୋବିନ୍ଦଙ୍କୁ ବିକିଦେଲେ କରନ୍ତି ବହୁ ପରୀକ୍ଷା ଦିଅନ୍ତି ବହୁତ ଦୁଃଖ ହେଲେ ଅତିଶୟ ଆକୁଳ ବିକଳ ଅନ୍ତର ମୃଦ୍ୟୁ ମୃଦ୍ୟୁ ହସି ଦିଅନ୍ତି ବ୍ରହ୍ମାନନ୍ଦ ସୁଖ

No comments:

Post a Comment