Monday, 19 May 2025

ଏହି ଜୀବନେ ସଞ୍ଜ କେତେବେଳେ ନଇଁବ

ଏହି ଜୀବନେ ସଞ୍ଜ କେତେବେଳେ ନଇଁବ ମିଛ ସଂସାରେ କାହାକୁ ଲେଶ ନାହିଁ ଜଣା ନିରନ୍ତର ମନ ଥୋଇଥା ଛନ୍ଦା ଚରଣରେ ଆଶା ବୈତରଣୀ ନ ହୋଇବୁ ପଥ ବଣା

No comments:

Post a Comment