Tuesday, 20 May 2025

ଆହାଃ ସେ ବଂଶୀ ବଦନ କେଡେ ଯେ ଉଦାର

ଆହାଃ ସେ ବଂଶୀ ବଦନ କେଡେ ଯେ ଉଦାର ରବି ତେଜ ଜିଣି ମୁଗୁନି ପଥର କଳା ଗୋବିନ୍ଦ ଆହାଃ ସେ ରୂପ ଗୋଟି କେଡେ ମନ ଲୋଭା ସରଳ ସିରିଆ କହଇ ଭାଇ ସେହିଟି ବ୍ରହ୍ମାନନ୍ଦ

No comments:

Post a Comment