Wednesday, 21 May 2025

ସକଳ ବିକାର ଲଙ୍କା ଅଶୁରୀ ଅହଙ୍କାର ରାବଣ

ସକଳ ବିକାର ଲଙ୍କା ଅଶୁରୀ ଅହଙ୍କାର ରାବଣ ନିରତ ଅନ୍ୟର ମଙ୍ଗଳ ଚିନ୍ତାଟି ସତ୍ତ୍ଵ ବିଭୀଷଣ ସକଳ ଭୂତରେ ନିଜ ଆତ୍ମା ଦର୍ଶନ ବାସୁଦେବ ଏମନ୍ତ ଯେଉଁ ସୁସ୍ଥିର ଚିନ୍ତନ ଦର୍ଶନ ହିଁ ନିର୍ବାଣ

No comments:

Post a Comment