Saturday, 31 May 2025

ଅଣାକାର ଅନନ୍ତ ନିର୍ମଳ ଅମଳ

ଅଣାକାର ଅନନ୍ତ ନିର୍ମଳ ଅମଳ ବିମଳ ଅନ୍ତରୀକ୍ଷ ବିନ୍ଦୁ ଅକାର ଉକାର ମକାର ଚକାଡୋଳା ପୂର୍ଣ୍ଣବ୍ରହ୍ମ ତୁହି ରବି ସୁଧାକର ମଣ୍ଡଳ ଦାରୁବ୍ରହ୍ମ ପୁଣ୍ଡରୀକାକ୍ଷ ନବଧା ଭକ୍ତି ପୂଜକ ହୃଦୟ କମଳ ନୟନାଭିରାମ

No comments:

Post a Comment