Sunday, 18 May 2025

ଏହି ପତିତ ନିମନ୍ତେ ତୁମ୍ଭେ ସକଳ କିଛି

ଏହି ପତିତ ନିମନ୍ତେ ତୁମ୍ଭେ ସକଳ କିଛି ହେ ଚକାଡୋଳା ଧର୍ମ ଅର୍ଥ କାମ ମୋକ୍ଷ ତୁମ୍ଭେ ମୋ ଯୋଗ ଧ୍ୟାନ ଧାରଣା ସମାଧି ଅନ୍ୟଥା ଶରଣ ନାସ୍ତି ହେ ପୁଣ୍ଡରୀକାକ୍ଷ

No comments:

Post a Comment