Sunday, 18 May 2025

ମୋର ମୃତ ପିତା ମାତା ଆଉ କେବେ ଫେରିବେନି

ମୋର ମୃତ ପିତା ମାତା ଆଉ କେବେ ଫେରିବେନି କେତେ ପୂଜା ଅର୍ଚ୍ଚନା କଲେ ପ୍ରତିମା ନ କହେ କଥା ମୋ ଆତ୍ମା ହୋଇ ତୁମେ ମୋତେ ଅଣଦେଖା କଲ ହେ ଗୋବିନ୍ଦ ମୁଁ ଆଉ କାହା ପାଦରେ ରଖିବି ମଥା

No comments:

Post a Comment