Saturday, 31 May 2025

ହ୍ରଦ ନଦୀ

ହ୍ରଦ ନଦୀ ସାଗରକୁ ଯିଏ ଜଳ ପୂର୍ଣ୍ଣ କରେ ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ ଯାହା ଆଜ୍ଞାରେ ତରୁ ଲତା ପକ୍ଵ ଫଳ ଧରେ ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ ସେହି ଅପଲକ ଦାରୁବ୍ରହ୍ମ ପ୍ରଭୁ ଚକାଡୋଳା ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ହୃଦୟକୁ ଭରେ ଜୟ ଗୋବିନ୍ଦ ହରେ ଜୟ ଗୋପାଳ ହରେ

No comments:

Post a Comment