A flower with 4 petals
Wednesday, 28 May 2025
ସୁଭଦ୍ରା ପତି ହସ୍ତରେ ଅର୍ପଣ କଲ
ସୁଭଦ୍ରା ପତି ହସ୍ତରେ ଅର୍ପଣ କଲ ହେ ଶ୍ରୀହରି ଶ୍ରୀମଦଭାଗବତ ପଦ୍ମାବତୀ ପତି ହସ୍ତରେ ସମର୍ପିଲ ହେ ଶ୍ରୀହରି ଶ୍ରୀଗୀତଗୋବିନ୍ଦ ପରୀକ୍ଷିତ ସୁତ ହସ୍ତରେ ଅର୍ପଣକଲ ହେ ଶ୍ରୀହରି ଜୈମିନି ଭାରତ ଏହି ପତିତ ହୃଦୟ ପଦ୍ମରେ ଥୋଇଲ କମଳା ସେବିତ ଛନ୍ଦାପାଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment