Saturday, 24 May 2025

ହେ ଅନାଦି ଅନନ୍ତ ଅଚିନ୍ତ୍ୟ ଅନ୍ତରର ଜ୍ୟୋତି

ହେ ଅନାଦି ଅନନ୍ତ ଅଚିନ୍ତ୍ୟ ଅନ୍ତରର ଜ୍ୟୋତି ତୁହି ଯେବେ ଅବତରୁ ଦେହ ଧରି ମହୀରେ ସକଳ ପାଞ୍ଚ ଭୁତ ଲଭଥାନ୍ତି ଦିବ୍ୟ ଜୀବନ ଧରା ଅଶେଷ ଖୁସି ମୁଖରେ ନୁହେଁ କହିରେ

No comments:

Post a Comment