A flower with 4 petals
Sunday, 18 May 2025
ସେ ଅଧାଗଢା ହୋଇ ବି ମୋ ଚିତ୍ତକୁ ଏମିତି ମୋହିଲେ
ସେ ଅଧାଗଢା ହୋଇ ବି ମୋ ଚିତ୍ତକୁ ଏମିତି ମୋହିଲେ ସଜନୀ ତାଙ୍କୁ ଦଣ୍ଡେ ଚିନ୍ତା ନ କରି ନ ପାରେ ରହି ଲୋ ସେ କଳା ଧଳା ଆଖିରେ ଏମିତି କୁହୁକ ମନ କିଣିଲେ ସଜନୀ ତାଙ୍କରି ଛନ୍ଦାପାଦରେ ହୃଦୟ ବିକିଦେଇ ଲୋ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment