Saturday, 17 May 2025

ନିଜେ ଶୁଣିଲି ନିଜେ ଦେଖିଲି

ନିଜେ ଶୁଣିଲି ନିଜେ ଦେଖିଲି ଏହି ଦେହ ମର ଶରୀର ଆହେ ମହାବାହୁ ହେ ପାଣ୍ଡଵ ସଖା ସକଳ ଇନ୍ଦ୍ରିୟ ଗଣଙ୍କୁ ଆଡେଇ ନିଷ୍କାମ ହସ୍ତକୁ ଧରିଲି ହେ କମଳା କାନ୍ତ କିଛି ପାହାଚ ଓହ୍ଲାଇ ଆସି ବଢ଼ାଇ ଦିଅ ହେ ଛନ୍ଦାପାଦ ପାପ ଭାରରେ ଭାରି ଦେହ ଉଚ୍ଚ ପ୍ରଶସ୍ତ ବାଇଶି ପାହାଚ ଚଢି ନ ପାରିଲି

No comments:

Post a Comment