Wednesday, 28 May 2025

ମୋର ମନ ଭ୍ରମର ଥରେ ପ୍ରାଣଭରି ଚୂମ

ମୋର ମନ ଭ୍ରମର ଥରେ ପ୍ରାଣଭରି ଚୂମ ଗୋବିନ୍ଦ ଛନ୍ଦା ଚରଣ ପ୍ରସ୍ପୁଟିତ ସରୋଜ ଆହାଃ ତୁହି କିମ୍ପାଇଁ ଘୁରୁ ଅଖିଳ ସଂସାର ସଦା ହୃଦୟ କମଳ କେଶରରେ ବିରାଜ

No comments:

Post a Comment