Thursday, 29 May 2025

ନୟନ ବୁଜିଲେ ମୁନୀ ମାନସ

ନୟନ ବୁଜିଲେ ମୁନୀ ମାନସ ସୁନ୍ଦର ମଧୁର ମୋହନ ମୁରଲୀ ନୟନ ଖୋଲିଲେ ରବି ସୁଧାକର ସରୋଜ ବଦନ ଚକାଡୋଳା ହୃଦୟ ପଦ୍ମ କେଶର ପରେ ସୁସ୍ଥିର କମଳା ସେବିତ ଛନ୍ଦାପାଦ ଘନଶ୍ୟାମ ପୀତବସନ ବନମାଳୀ ଶିରେ ଶିଖି ପୂଛ କାଳିଦଳା

No comments:

Post a Comment