Sunday, 18 May 2025

ଏହି କଳିଯୁଗରେ ପାଦ ପାଦରେ ଠକାମୀ ଭଣ୍ଡାମୀ

ଏହି କଳିଯୁଗରେ ପାଦ ପାଦରେ ଠକାମୀ ଭଣ୍ଡାମୀ ହେ ଗୋବିନ୍ଦ ଜୀବନ ହେଲା ମୋର କଚ୍ଛପ ସମାନ ପୁଷ୍ପାଞ୍ଜଳି କରି ରଖ ତୋ ଅଦେଖା ଛନ୍ଦା ପାଦରେ ହେ ଚକାଡୋଳା ଡରି ଅକାରଣ ସରିଯାଏ ଜୀବନ

No comments:

Post a Comment