Tuesday, 27 May 2025

ସକାଳର ସମର୍ପିତ ସକଳ ପୂଜା ନୈବେଦ୍ୟ

ସକାଳର ସମର୍ପିତ ସକଳ ପୂଜା ନୈବେଦ୍ୟ ସଞ୍ଜ ନଇଁଲେ ଅଗଣା ଅଳିଆ ଗଦାକୁ ଯାଏ ଅଷ୍ଟାଙ୍ଗ ଯୋଗ କକ୍ଷରେ ନାମ ଲେଖି ନାହିଁ ନିଷ୍କାମ ଫଳ ବିନା କୃଷ୍ଣଙ୍କ ମନକୁ ନ ପାଏ

No comments:

Post a Comment