Monday, 19 May 2025

ଏହି ସଂସାରେ ଦେହ ଧରି କିଏ ନ ଚାହେଁ ସୁଖ

ଏହି ସଂସାରେ ଦେହ ଧରି କିଏ ନ ଚାହେଁ ସୁଖ ପ୍ରାଣସଖିରେ ଆଉ କିଏ ନ ଚାହେଁ ସୁଖ ମରଣ ଏହି ମୋର ହୃଦୟରେ ଯାହା ଅତି ଗୁପତ କଥା ପ୍ରାଣସଖିରେ ମୋତେ ପରମ ସୁଖ କୃଷ୍ଣ ଚରଣ

No comments:

Post a Comment