Tuesday, 20 May 2025

ଦେହ ବଚନ ମନ କେହିଟି ନୁହଁନ୍ତି ସମର୍ଥ

ଦେହ ବଚନ ମନ କେହିଟି ନୁହଁନ୍ତି ସମର୍ଥ ନିର୍ମଳ ଭାବ ଛନ୍ଦା ପାଦରେ ପଶ ଶରଣ ନବଧା ଭକ୍ତି ପୁଷ୍ପ ମାଳା ଗୋବିନ୍ଦଙ୍କ ପ୍ରିୟ ସେ ଚାହିଁଲେ ଲଭିବୁ ନ ହେଲେ ମରଣ

No comments:

Post a Comment