Saturday, 31 May 2025

ସୁସ୍ୱାଦୁ ପାଚିଲା ରସାଳ ଫଳ

ସୁସ୍ୱାଦୁ ପାଚିଲା ରସାଳ ଫଳ ରସଠାରୁ ବେଶୀ ମଧୁର ଆଖୁ ରସଠାରୁ ଆହୁରି ମଧୁର ଆହୁରି ସେହି ମହୁଠାରୁ ରସ ବୈ କୃଷ୍ଣ ରୂପ ସ୍ମରଣ ରସ ବୈ କୃଷ୍ଣ ରୂପ ସ୍ମରଣ ଅଶେଷ ବ୍ରହ୍ମାଣ୍ଡରେ ଆଉ କିଏ ମଧୁର ଚକା ଆଖିଠାରୁ

No comments:

Post a Comment