Sunday, 25 May 2025

ପଙ୍କରୁ ଜାତ ସିନା ସରୋଜ

ପଙ୍କରୁ ଜାତ ସିନା ସରୋଜ ପଙ୍କରୁ ଜାତ ସିନା ସରୋଜ ରୂପ ଗନ୍ଧ ରସ ରଙ୍ଗ କୋମଳତା କାହିଁରେ ନୁହେଁ ଉଣା ଆହାଃ ଏମନ୍ତ ତୋହର କୃପା ହେ ଦାରୁବ୍ରହ୍ମ ଚକାଡୋଳା ନୀଳଚକ୍ରରେ ପତିତ ପାବନ ଫର ଫର ନୁହଁ ପଥ ବଣା

No comments:

Post a Comment