Saturday, 31 May 2025

କଷଣ ଦେଖିଣ କେବେ ପାଷାଣ ନ ହେବୁ

କଷଣ ଦେଖିଣ କେବେ ପାଷାଣ ନ ହେବୁ ତୁହି ପରା ପାଣ୍ଡବଙ୍କ ଆତ୍ମା ସଖା ଶ୍ରୀହରି ରବି ଶଶୀ ବେନି ଅପଲକ ଉଦାର ଡୋଳା ଅତି ପାଶରେ ଛନ୍ଦା ପଦାକୁ ନ ପାରେ ଧରି

No comments:

Post a Comment