Friday, 30 May 2025

ମୋର ବେନି ଦୁଇ ଖୋଲିଲେ ଘୋର ମାୟା

ମୋର ବେନି ଦୁଇ ଖୋଲିଲେ ଘୋର ମାୟା ଅନବରତ କର୍ଣ୍ଣରେ କେବଳ ମିଥ୍ୟା ପ୍ରତିଶ୍ରୁତି ମୋର ମନ ମଜିଅଛି ଦେହ ଇନ୍ଦ୍ରିୟ ସାଙ୍ଗରେ ଛନ୍ଦା ପୟରେ ଶରଣ ଦିଅ ହେ କମଳା ପତି

No comments:

Post a Comment