Tuesday, 20 May 2025

ଲୀଳାନିଧି କୃପାନିଧି ସାଇକୃଷ୍ଣ

ଲୀଳାନିଧି କୃପାନିଧି ସାଇକୃଷ୍ଣ ଛନ୍ଦା ପାଦରେ ଲୋଟି ଏହି ପାତକୀ ପିତା ମାତା ଛେଉଣ୍ଡ ହୃଦରେ ବଡ଼ ସୁଖୀ ଆଉ ଅର୍ଜନ ଗର୍ଜନ ମୋ ଯାହା ଦେଖଛ ହେ ଅପଲକ ସକଳ ତୋ ଅଖଣ୍ଡ କୃପା ହେ ଅନ୍ତର୍ଯ୍ୟାମୀ ଆତ୍ମସାକ୍ଷୀ

No comments:

Post a Comment