Thursday, 22 May 2025

କୃଷ୍ଣ ବିଗ୍ରହକୁ ହୃଦୟ ପଦ୍ମ କେଶର ଉପରେ ଥୋଇବୁ

କୃଷ୍ଣ ବିଗ୍ରହକୁ ହୃଦୟ ପଦ୍ମ କେଶର ଉପରେ ଥୋଇବୁ ଦାସ୍ୟଭାବ ଭକତି ଲୁହରେ ତାହାର ପାଦକୁ ଧୋଇବୁ କୃଷ୍ଣ ବିଗ୍ରହ ଗଳାରେ ଲମ୍ବାଇବୁ ଅନେକ ତୁଳସି ମାଳ ସବୁ ଲାଜ ସରମ ତେଜି ହରି ହରି ହରି ହରି ଗାଇବୁ

No comments:

Post a Comment