Thursday, 22 May 2025

ତୋତେ ମୁହିଁ କେତେ ଝୁରି ଝୁରି ମରେରେ ଗୋବିନ୍ଦ

ତୋତେ ମୁହିଁ କେତେ ଝୁରି ଝୁରି ମରେରେ ଗୋବିନ୍ଦ ଏଡ଼େ ବିଶାଳ ହୃଦୟ ତୋର କିବା ହୋଇଲା ପଥର ତୋର ଦରଶନ ମୋତେ ହୋଇଲାଣି ସାତ ସପନ କେଡେ ଆକୁଳେ ଡାକଇ ଥରେ ନ ଦେଲୁ ଉତ୍ତର

No comments:

Post a Comment