Tuesday, 27 May 2025

ଯେମନ୍ତ ଆଚରଣରେ ତୁହି ସନ୍ତୋଷ

ଯେମନ୍ତ ଆଚରଣରେ ତୁହି ସନ୍ତୋଷ ହେ ମାଧବ କୋଟିଏ ଜନ୍ମରେ ସାଧି ନ ପାରିବି ହେ ଗୋବିନ୍ଦ ଏମନ୍ତ ଏହି ପତିତକୁ କୃପାକର ହେ ଚକାଡୋଳା କୋଟି ଆନନ୍ଦ ଲଭୁଥିବି ଚିନ୍ତିଣ ତୁମ୍ଭ ଛନ୍ଦାପାଦ

No comments:

Post a Comment