Saturday, 24 May 2025

ଜରା ବ୍ୟାଧି ପାପ ଭାରରେ

ଜରା ବ୍ୟାଧି ପାପ ଭାରରେ ଏହି ଦେହ ହୁଏ କ୍ଷୀଣ ହେ ଚିର ଭେଣ୍ଡିଆ ନିଜ ଭାର ନିଅ ନିଜ କାନ୍ଧରେ ନର ଦେହ ବହିଣ ମୁହିଁ ଏହି ସଂସାରକୁ ଆସିଥିଲି ତୋ ଛନ୍ଦାପାଦରେ ଦିଅ ଶରଣ ମୋତିଆ ଅନ୍ଧରେ

No comments:

Post a Comment