Monday, 19 May 2025

ହରି ହରି ହରି ବୋଲରେ ମନ ହରି ହରି ହରି

ହରି ହରି ହରି ବୋଲରେ ମନ ହରି ହରି ହରି ସତେ କର୍ଣ୍ଣକୁ କୃଷ୍ଣ ବଂଶୀ ଧ୍ୱନି ସୁଧା ପଡେ ଝଡି ମୋ ପାପି ଆଖି ଲାଖିଗଲା ତାର ଚକାଆଖିରେ ମିଛ ନୁହେଁ ମୋହନ ଛଟାରୁ ନଜର ନ ହୁଏ ଏଡି

No comments:

Post a Comment