Sunday, 18 May 2025

ଆଲୋ ମୋର ବଉଳ ଚାହାଁ

ଆଲୋ ମୋର ବଉଳ ଚାହାଁ ଚାହାଁ ଚାହାଁ ସେ ଚକାଡ଼ୋଳାକୁ ଆହାଃ କେତେ କେତେ ଲୋ ଆକର୍ଷଣ ଦୁଇ ପଙ୍କଜ ଚକ୍ଷୁରେ ଆଲୋ ମୋ ରାଣ ଖାଇ କହୁଛି ଯଦି କେବେ ଭେଟନ୍ତି ତାଙ୍କୁ ଭାବରେ ଏମିତି ମୁଁ ଭିଡନ୍ତି ଖସି ନ ପାରନ୍ତେ ଅର୍ଜୁନ ସଖାରେ

No comments:

Post a Comment